କରୋନା ଲଢ଼େଇକୁ ବିଶ୍ବଯୁଦ୍ଧ ସହ ତୁଳନା କଲେ ବିଲ୍‌ ଗେଟସ୍‌

Advertisment
କରୋନା ଲଢ଼େଇକୁ ବିଶ୍ବଯୁଦ୍ଧ ସହ ତୁଳନା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢ଼େଇ କୁ ବିଶ୍ୱଯୁଦ୍ଧ ସହ ତୁଳନା କରିଛନ୍ତି ବିଶ୍ୱର ଅନ୍ୟତମ ଧନୀ ବିଲ ଗେଟସ୍‌। ସେ କହିଛନ୍ତି ଯେ ଏହି ଲଢେଇରେ ଉଭୟ ସ୍ୱାସ୍ଥ୍ୟ ଓ ସମ୍ପଦକୁ ବହୁତ କ୍ଷତି ପହଞ୍ଚିଛି। ପୂର୍ବର ବିଶ୍ବଯୁଦ୍ଧଗୁଡ଼ିକ ତୁଳନାରେ କରୋନା ଲଢ଼େଇ ଏହି ଦୃଷ୍ଟିରୁ ଭିନ୍ନ ଯେ ସମସ୍ତ ମାନବ ସମାଜ ଗୋଟିଏ ପାର୍ଶ୍ବରେ ଲଢ଼ୁଥିବା ‌ବେଳେ ଅନ୍ୟ ପାର୍ଶ୍ବରେ ରହିଛି କରୋନା ଭୂତାଣୁ। ଏବେ ଯେଉଁମାନେ ବଞ୍ଚିଛନ୍ତି ସେମାନେ କେବେବି କରୋନା କୁ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe