ବିଲ୍‌ ଗେଟ୍‌ସ ଦାନ କଲେ ୧.୬ ଲକ୍ଷ କୋଟି

Advertisment
ଏଆଇ ଉନ୍ନତ ହେଲେ ଗୁଗୁଲ୍‌, ଆମାଜନ୍ ବନ୍ଦ ହୋଇଯିବ: ବିଲ୍‌ ଗେଟ୍‌ସ

CNBC.com

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବଡ଼ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ୧.୬ ଲକ୍ଷ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଦାତବ୍ୟ କାର୍ଯ୍ୟ ଲାଗି ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନକୁ ସେହି ଅର୍ଥ ଦାନ କରାଯିବ। ଗେଟ୍‌ସ କହିଛନ୍ତି ଯେ ମୁଁ ମୋର ସବୁ ସମ୍ପତ୍ତି ଦାନ କରିବାକୁ ଚାହୁଛି। କେବଳ ନିଜ ପାଇଁ ଓ ନିଜ ପରିବାର ପାଇଁ ଯେତିକି ଦରକାର କେବଳ ସେତିକି ସମ୍ପତ୍ତି ନିଜ ପାଖରେ ରଖିବାକୁ ଚାହୁଛି। ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ମୋର ନାମ ସର୍ବଦା ରହୁ ବୋଲି ମୁଁ ଚାହୁନାହିଁ। ଆଗାମୀ ଦିନରେ ଏହି ତାଲିକାରେ ମୋ ନାମ ତଳେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe