କିଲେ ସୁନାରେ କିଣିହେବ ବିଏମ୍‌ଡବ୍ଲୁ

Advertisment

ସୁନା ଦରରେ ହୋଇଥିବା ବୃଦ୍ଧି ପରେ ତାହାର ମୂଲ୍ୟକୁ ନେଇ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି। ଏ କେ ମନ୍ଧାନ ନାମକ ଜଣେ ରିସର୍ଚ୍ଚ ଆନାଲିଷ୍ଟ ଜଣାଇଛନ୍ତି ଯେ ୧୯୯୦ ବେଳକୁ କେଜିଏ ସୁନାରେ ମାରୁତି ୮୦୦ କିଣି ହେଉଥିଲା।

ସୁନା ଦରରେ ହୋଇଥିବା ବୃଦ୍ଧି ପରେ ତାହାର ମୂଲ୍ୟକୁ ନେଇ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି। ଏ କେ ମନ୍ଧାନ ନାମକ ଜଣେ ରିସର୍ଚ୍ଚ ଆନାଲିଷ୍ଟ ଜଣାଇଛନ୍ତି ଯେ ୧୯୯୦ ବେଳକୁ କେଜିଏ ସୁନାରେ ମାରୁତି ୮୦୦ କିଣି ହେଉଥିଲା।

sdsdsd

Photograph: ( Instagram)

ନୂଆଦିଲ୍ଲୀ: ସୁନା ଦରରେ ହୋଇଥିବା ବୃଦ୍ଧି ପରେ ତାହାର ମୂଲ୍ୟକୁ ନେଇ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି। ଏ କେ ମନ୍ଧାନ ନାମକ ଜଣେ ରିସର୍ଚ୍ଚ ଆନାଲିଷ୍ଟ ଜଣାଇଛନ୍ତି ଯେ ୧୯୯୦ ବେଳକୁ କେଜିଏ ସୁନାରେ ମାରୁତି ୮୦୦ କିଣି ହେଉଥିଲା। ଏବେ ସୁନା ଦାମ୍ ୮୮,୬୭୨ ଟଙ୍କାରୁ ଅଧିକ ହୋଇଛି। ତେଣୁ ଏକ କେଜି ସୁନାର ଦାମ୍ ୮୮.୬୭ ଲକ୍ଷ ଟଙ୍କା ହେଉଛି।

ତେଣୁ କେଜିଏ ସୁନା ବିକ୍ରି କରି ବିଏମ୍‌ଡବ୍ଲୁ ଓ ଅଡିର ବିଳାସପୂର୍ଣ୍ଣ କାର୍ କିଣିହେବ  ବୋଲି ସେ କହିଛନ୍ତି। କେଜିଏ ସୁନା ବିକି ଯେକେହି ଅଡି ଏ୪, ଏସ୍‌୫, ଏ୬ ଓ କ୍ୟୁ୩ ମଡେଲ୍‌ କିଣିପାରିବେ। ସେ କହିଛନ୍ତି ‌ଯେ ୨୦୦୦ରେ ଏଷ୍ଟିମ୍, ୨୦୦୫ରେ ଟୟୋଟା ଇନୋଭା, ୨୦୧୦ରେ ଫର୍ଚୁନର ଓ ୨୦୧୯ରେ ବିଏମ୍‌ଡବ୍ଲୁ ଏକ୍ସ୧ କିଣି ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe