‘ବ୍ରାଣ୍ଡ୍‌ ଫ୍ୟାକ୍ଟରି’ରେ ୫ ଦିନିଆ ମେଗା ଅଫର

‘ବ୍ରାଣ୍ଡ୍‌ ଫ୍ୟାକ୍ଟରି’ରେ ୫ ଦିନିଆ ମେଗା ଅଫର

ଭୁବନେଶ୍ବର: ଫ୍ୟୁଚର ଗ୍ରୁପ୍‌ର ପୋଷାକ ଷ୍ଟୋର୍‌ ବ୍ରାଣ୍ଡ୍‌ ଫ୍ୟାକ୍ଟରି ପକ୍ଷରୁ ବର୍ଷର ସବୁଠୁ ମେଗା ଅଫର ‘ୱାନସ ଏ ଇୟାର-ବାଏ ୩ ‌ଗେଟ ୩ ଅଫର’ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୨୨-୨୬ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଗ୍ରାହକମାନେ ଦୁଇଟି ସାମଗ୍ରୀର ପଇସା ଦେଇ ତିନିଟି ସାମଗ୍ରୀ କିଣିପାରିବେ। ଏହି ଅଫରକୁ ଷ୍ଟୋର୍‌ରେ ଥିବା ପୁରୁଷ, ମହିଳା, ଶିଶୁ ପୋଷାକ, ବ୍ୟାକ୍‌ପ୍ୟାକ୍, ଲଗେଜ୍, ସନ୍‌ଗ୍ଲାସ୍‌, ସ୍ପୋର୍ଟସ୍‌ ସୁଜ୍, ଫର୍ମାଲ୍ ସୁଜ୍‌ ଏବଂ ଆକ୍‌ସେସୋରିଜ୍ ଉପରେ ଲାଗୁ କରାଯାଇଛି। ଏହି ପାଞ୍ଚ ଦିନିଆ ଅଫରରେ ଗ୍ରାହକମାନେ ୨୦୦ରୁ ଅଧିକ ବ୍ରାଣ୍ଡ୍‌ ମଧ୍ୟରୁ ନିଜ ପସନ୍ଦର ବ୍ରାଣ୍ଡ୍‌ ଚୟନ କରିପାରିବେ। ବ୍ରାଣ୍ଡ୍‌ ଫ୍ୟାକ୍ଟରିରେ ଲି କୁପର, ପାର୍କ ଆଭେନ୍ୟୁ, ଲୁଇ ଫିଲିପ, ଆଦିଦାସ, ପୁମା, ଭିଆଇପି ଏବଂ ସ୍କାଏ ବ୍ୟାଗ୍ ଭଳି ‌ଅନେକ ବ୍ରାଣ୍ଡ୍‌ର ସାମଗ୍ରୀ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe