Brands of Odisha, Pride of India: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ଆଜି ପୁରସ୍କାର ପ୍ରଦାନ ସମାରୋହ

Advertisment

ଓଡ଼ିଶାରୁ ସୃଷ୍ଟି ହୋଇ ରାଜ୍ୟରେ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଉଥିବା ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୬: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା....

ଓଡ଼ିଶାରୁ ସୃଷ୍ଟି ହୋଇ ରାଜ୍ୟରେ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଉଥିବା ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୬: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା....

dgjgdgdgjdgj

ଭୁବନେଶ୍ବର: ଓଡ଼ିଶାରୁ ସୃଷ୍ଟି ହୋଇ ରାଜ୍ୟରେ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଉଥିବା ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୬: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆର ପୁରସ୍କାର ପ୍ରଦାନ ସମାରୋହ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Hockey: ପ୍ରୋ-ଲିଗ୍‌ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫

ପ୍ରତିଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ସିଏସ୍‌ଆର୍‌, ବୃହତ୍‌, ମଧ୍ୟମ, କ୍ଷୁଦ୍ର ଓ ଇମର୍ଜିଂ ଭଳି ପାଞ୍ଚଟି ବର୍ଗରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ପ୍ରତିବର୍ଗରେ ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲଭର୍‌ ଭଳି ୩ ପ୍ରକାର ପୁରସ୍କାର ଦେବାର ବ୍ୟବସ୍ଥା ରହିଛି। ସ୍ବାଧୀନ ଶିଳ୍ପ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ବତନ୍ତ୍ର ବିଚାରକମଣ୍ଡଳୀ ଆବେଦନଗୁଡ଼ିକୁ ବିଶ୍ଳେଷଣ କରି ବିଜେତାମାନଙ୍କୁ ଚୟନ କରିଛନ୍ତି।

Problem: ପାଣି ଘେରରେ ଦୁର୍ବିଷହ ଦୟନୀୟ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe