ବଜାରରେ ବ୍ରିଲିଆଣ୍ଟ୍‌ ସ୍ୱାଗତମ୍‌ ଅଗରବତୀ

Advertisment
ବଜାରରେ ବ୍ରିଲିଆଣ୍ଟ୍‌ ସ୍ୱାଗତମ୍‌ ଅଗରବତୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ କଂପାନି ବ୍ରିଲିଆଣ୍ଟ୍‌ ପକ୍ଷରୁ ନୂଆ ବ୍ରିଲିଆଣ୍ଟ୍‌ ସ୍ୱାଗତମ୍‌ ଅଗରବତୀର ବଜାର ପ୍ରବେଶ କରାଯାଇଛି। ସାତପଡ଼ାଠାରେ ଆୟୋଜିତ ବିତରକ ସମ୍ମିଳନୀରେ ଏହାକୁ ଉନ୍ମୋଚନ କରାଯାଇଛି। ଏଥିରେ ପାଖାପାଖି ୯୦ ବିତରକ ଯୋଗ ଦେଇଥିଲେ। ପୂର୍ବରୁ ବଜାରରେ ଥିବା କଂପାନିର ଧୂପକାଠି ବ୍ରାଣ୍ଡ୍‌ଗୁଡ଼ିକ ହେଉଛି ବ୍ରିଲିଆଣ୍ଟ୍‌ ନଂ-୧, ବ୍ରିଲିଆଣ୍ଟ୍‌ ୧୦୦, ବ୍ରିଲିଆଣ୍ଟ୍‌ ୨ ଇନ୍‌ ୧, ବ୍ରିଲିଆଣ୍ଟ୍‌ କ୍ଲାସିକ୍‌, ବ୍ରିଲିଆଣ୍ଟ୍‌ ରୟାଲ୍‌ ଏବଂ ବ୍ରିଲିଆଣ୍ଟ୍‌ ସ୍ଲିପ୍‌ଗାର୍ଡ। ଆଗାମୀ ଦିନରେ କଂପାନି ଆହୁରି ସୁଗନ୍ଧଯୁକ୍ତ ଧୂପକାଠି ଆଣିବ ବୋଲି କଂପାନିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି। ଆଗାମୀ ୪-୫ ମାସ ଭିତରେ କଂପାନି ଏହାର ଉତ୍ପାଦକୁ ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe