ଭାରତରୁ ବ୍ରିଟେନ ୬୪.୮୨ ଲକ୍ଷ କୋଟି ଡଲାର ଲୁଟିଛି: ଅକ୍ସଫାମ୍‌

Advertisment

ବ୍ରିଟିସମାନେ ଭାରତରେ ଶାସନ କରିବା ସମୟରେ ଆମ ଦେଶରୁ ୬୪.୮୨ ଟ୍ରିଲିଅନ ଡଲାର(ବର୍ତ୍ତମାନ ମୂଲ୍ୟରେ ଏହା ପ୍ରାୟ ୫୫୭୪୫୨୦୦୦ କୋଟି ଟଙ୍କା) ସଂପତ୍ତି ନେଇଯାଇଛନ୍ତି। ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ଏହି ଅର୍ଥ ସେମାନେ...

ବ୍ରିଟିସମାନେ ଭାରତରେ ଶାସନ କରିବା ସମୟରେ ଆମ ଦେଶରୁ ୬୪.୮୨ ଟ୍ରିଲିଅନ ଡଲାର(ବର୍ତ୍ତମାନ ମୂଲ୍ୟରେ ଏହା ପ୍ରାୟ ୫୫୭୪୫୨୦୦୦ କୋଟି ଟଙ୍କା) ସଂପତ୍ତି ନେଇଯାଇଛନ୍ତି। ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ଏହି ଅର୍ଥ ସେମାନେ...

dgdgdggvv

OpIndia

ନୂଆଦିଲ୍ଲୀ: ବ୍ରିଟିସମାନେ ଭାରତରେ ଶାସନ କରିବା ସମୟରେ ଆମ ଦେଶରୁ ୬୪.୮୨ ଟ୍ରିଲିଅନ ଡଲାର(ବର୍ତ୍ତମାନ ମୂଲ୍ୟରେ ଏହା ପ୍ରାୟ ୫୫୭୪୫୨୦୦୦ କୋଟି ଟଙ୍କା) ସଂପତ୍ତି ନେଇଯାଇଛନ୍ତି। ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ଏହି ଅର୍ଥ ସେମାନେ ନେଇଥିବା ଅକ୍ସଫାମ ଇଣ୍ଟରନ୍ୟାସନାଲର ‘ଟେକର୍ସ, ନଟ୍‌ ମେକର୍ସ’ ରିପୋର୍ଟରେ କୁହାଯାଇଛି। ଏଥିରୁ ୩୩.୮ ଟ୍ରିଲିଅନ ଡଲାର ବ୍ରିଟ୍ରେନର ୧୦% ଧନୀ ଲୋକମାନେ ନେଇଛନ୍ତି। ଡାଭୋସଠାରେ ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। 

ଆର୍ଥିକ ବ୍ୟବସ୍ଥା ଏବଂ ଆର୍ଥିକ ବୈଷମ୍ୟ ଉପରେ ଉପନିବେଶବାଦର ପ୍ରଭାବ ସଂପର୍କରେ ଏଥିରେ ଉଲ୍ଲେଖ ରହିଛି। କେବଳ ୧୦% ଧନୀ ନୁହନ୍ତି, ଉପରକୁ ଉଠୁଥିବା ବ୍ରିଟେନର ବ୍ୟକ୍ତିମାନେ ମଧ୍ୟ ଏହି ସଂପତ୍ତିର ୩୨% ହାତେଇଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୧୭୫୦ରୁ ୧୯୦୦ ମସିହା ମଧ୍ୟରେ ବିଶ୍ବ ଶିଳ୍ପ ଉତ୍ପାଦନରେ ଭାରତର ଯୋଗଦାନ ୨୫%ରୁ ୨%କୁ କମିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe