ଭିଆର୍‌ଏସ୍‌ ପାଇଁ ବିଏସ୍‌ଏନ୍‌ଏଲ୍‌ର ୭୦ ହଜାର କର୍ମଚାରୀଙ୍କ ଆବେଦନ

Advertisment
୮୦ ହଜାର ଗଲା ପରେ,ଏବେ?

Livemint

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍‌ଏଲ୍‌ର ସ୍ବେଚ୍ଛାକୃତ ଅବସର ସ୍କିମ୍‌ରେ ଏପର୍ଯ୍ୟନ୍ତ ୭୦ ହଜାର କର୍ମଚାରୀ ସାମିଲ ହୋଇସାରିଲେଣି ବୋଲି କଂପାନିର ସିଏମ୍‌ଡି ପି କେ ପୁରୱାର ସୂଚନା ଦେଇଛନ୍ତି। ବିଏସ୍‌ଏନ୍‌ଏଲ୍‌ରେ ଦେଢ଼ ଲକ୍ଷ ପାଖାପାଖି କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭିଆର୍‌ଏସ୍‌ ପାଇଁ ୭୭ ହଜାର କର୍ମଚାରୀ ଆବେଦନ କରିବେ ବୋଲି କଂପାନି ଆଶା ରଖିଛି। ଯେଉଁ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କ ପାଇଁ ଭିଆର୍‌ଏସ୍‌ ସ୍କିମ୍ ଅଣାଯାଇଛି। ଏଥିପାଇଁ କଂପାନିର ୧ ଲକ୍ଷ କର୍ମଚାରୀଙ୍କ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe