ବିଏସ୍‌ଏନ୍‌ଏଲ୍‌ର ଦୀପାବଳି ଅଫର

ବିଏସ୍‌ଏନ୍‌ଏଲ୍‌ର ଦୀପାବଳି ଅଫର

ଭୁବନେଶ୍ୱର: ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଆକର୍ଷଣୀୟ ଦୀପାବଳି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଟପ୍‌ ଅପ୍‌ ଉପରେ ୫୦% ଅଧିକ ଟକ୍‌ଟାଇମ୍‌ ପାଇବେ। ୨୯୦ ଟଙ୍କାରେ ୪୩୫, ୩୯୦ରେ ୫୮୫ ଏବଂ ୫୯୦ରେ ୮୮୫ର ଟକ୍‌ଟାଇମ୍‌ ମିଳିବ। ଏହି ସୁବିଧା ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ର କିଙ୍ଗ୍‌ ପ୍ଲାନ୍‌-୪୨୯ରେ ଗ୍ରାହକମାନେ ୯୦ ଦିନ ପର୍ଯ୍ୟନ୍ତ ଯେ କୌଣସି ନେଟ୍‌ଓ୍ଵର୍କକୁ ଅସୀମିତ କଲ୍‌ ଏବଂ ୧ ଜିବି ଡାଟା ସୁବିଧା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe