ବାଇଜୁସ୍‌ ୧୦୦୦ କର୍ମଚାରୀ ଛଟେଇ କରିବ

ବାଇଜୁସ୍‌ ବେତନର ନୂଆ ଫର୍ମୁଲା ଆଣିଲା: ରୋଜଗାର ଭିତ୍ତିରେ ସାପ୍ତାହିକ ଦିଆଯିବ

Zee News

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଏଡ୍‌ଟେକ୍ କଂପାନି ବାଇଜୁସ୍‌ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ସେଲ୍‌ସ ଟିମ୍‌ରେ ଥିବା କର୍ମଚାରୀମାନେ ଏହା ଦ୍ବାରା ପ୍ରଭାବିତ ହେବେ। ରଣନୀତି, ପ୍ରଯୁକ୍ତି ଓ ପ୍ରଡକ୍ଟ ବିଭାଗରେ କାମ କରୁଥିବା ୧୦୦୦ କର୍ମଚାରୀଙ୍କୁ କଂପାନି ପୂର୍ବରୁ ବିଦା କରିସାରିଛି। ଗତବର୍ଷ ଅକ୍ଟୋବରରେ ତାହା ୨୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା ଯାହା ଷ୍ଟାର୍ଟଅପ୍ ଜଗତର ସବୁଠୁ ବଡ଼ ଛଟେଇ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe