ଡବ୍ଲୁଏଚ୍‌ଓର ବାହ୍ୟ ଅଡିଟର ଭାବେ ସିଏଜି ମୁର୍ମୁ ପୁନଃ ନିର୍ବାଚିତ

Advertisment
ଡବ୍ଲୁଏଚ୍‌ଓର ବାହ୍ୟ ଅଡିଟର ଭାବେ ସିଏଜି ମୁର୍ମୁ ପୁନଃ ନିର୍ବାଚିତ

Business Today

ନୂଆଦିଲ୍ଲୀ : ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ବାହ୍ୟ ଅଡିଟର ଭାବେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଚାରି ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୨୦୧୯-୨୩ ପାଇଁ ସେ ନିର୍ବାଚିତ ହୋଇଥିଲେ। ଏବେ ସେ ୨୦୨୭‌ ପର୍ଯ୍ୟନ୍ତ ସେହି କାର୍ଯ୍ୟ କରିବେ। ଜେନେଭାରେ ଏହାକୁ ନେଇ ନିର୍ବାଚନ ହୋଇଥିଲା। ପ୍ରଥମ ରାଉଣ୍ଡ୍‌ରେ ୧୫୬ ଭୋଟ୍‌ରୁ ତାଙ୍କୁ ୧୧୪ଟି ଭୋଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe