୫ ଜଣକୁ ଗିରଫ କଲା ସିବିଆଇ

୫ ଜଣକୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ କମ୍ପାନିର ୫ଜଣ ବରିଷ୍ଠ ଅଧିକାରୀଙ୍କୁ ସିବିଆଇ ଆଜି ଗିରଫ କରିଛି। ସେମାନେ ହେଲେ ଫାୟାରଷ୍ଟାର୍‌ ଇଣ୍ଟରନ୍ୟାସନାଲର ସଭାପତି (ଅର୍ଥ) ବିପୁଳ ଅମ୍ବାନି,ବରିଷ୍ଠ କାର୍ଯ୍ୟନିର୍ବାହୀ ଅର୍ଜୁନ ପାଟିଲ, କବିତା ମାନ୍‌କିକର, ନିତେନ ସାହି ଏବଂ ନକ୍ଷତ୍ରର ମୁଖ୍ୟ ବିତ୍ତ ଅଧିକାରୀ କପିଲ ଖଣ୍ଡେଲଓ୍ଵାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe