ଏହି ଆପ୍‌ ଆପଣଙ୍କ କମ୍ପ୍ୟୁଟର ଓ ଫୋନ୍‌ରେ ଥିଲେ ହୋଇପାରେ ତଥ୍ୟ ଚୋରି !

Advertisment
ଏହି ଆପ୍‌ ଆପଣଙ୍କ କମ୍ପ୍ୟୁଟର ଓ ଫୋନ୍‌ରେ ଥିଲେ ହୋଇପାରେ ତଥ୍ୟ ଚୋରି !

ନୂଆଦିଲ୍ଲୀ: ସିସିି କ୍ଲିନର ଏପରି ଏକ ଆପ୍‌ ଯାହାକୁ ଆଣ୍ଡ୍ରଏଡ ଗ୍ରାହକ ନିଜ ସ୍ମାର୍ଟଫୋନରେ ଓ କମ୍ପ୍ୟୁଟରରେ ଏହି ଆପ ଅଧିକ ବ୍ୟବହାର ହୋଇଥାଏ। ଏହି ଆପ୍‌ ସିକ୍ୟୁରିଟି ଓ ଆଣ୍ଟି ଭାଇରସ ଏଭାଷ୍ଟର ଏକ ଅଂଶ ଏବଂ ସିଷ୍ଟମରୁ ଜଙ୍କ୍‌ ଫାଇଲ ଡିଲିଟ୍‌ କରିଥାଏ। ଏହି ଆପର ଲୋକପ୍ରିୟତାକୁ ଦେଖି ସିସି କ୍ଲିନରକୁ ହ୍ୟାକ୍‌ କରି ତଥ୍ୟ ଚୋରାଇବା ପାଇଁ ହ୍ୟାକର ପ୍ରସ୍ତୁତ ଆରମ୍ଭ କରିଥିବା ଜଣାପଡ଼ିଛି।

ସିସିି କ୍ଲିନର ସାରା ଦୁନିଆରେ ପାଖାପଖି ୨ କୋଟି ଥର ଡାଉନଲୋଡ଼ ହୋଇଛି । ଏହି ଆପ୍‌ ଲୋକପ୍ରିୟ ଏବଂ ପ୍ରାୟ ସ୍ମାର୍ଟଫୋନରେ ଏହି ମହଜୁଦ ଥିବାରୁ ଏହାକୁ ହ୍ୟାକର ଟାର୍ଗେଟ କରାଯାଉଥିବା ସୂଚନା ମିଳିଛି।  ସିସି କ୍ଲିନରକୁ ହିଷ୍ଟ୍ରି କ୍ଲିୟର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ତେବେ ସିକଚ୍ୟରିଟ ବ୍ରାଚଂର ସୂଚନା ଅନୁସାରେ ଏବେ ସିସିି କ୍ଲିନର ସୁରକ୍ଷିତ ଅଛି । ଏନେଇ ଅଧିକ ଯାଞ୍ଚ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe