ନୂଆଦିଲ୍ଲୀ: ସିଏଟ୍ ପକ୍ଷରୁ ଏହାର ମାଇଲେଜ୍ ଏକ୍ସ୩ ଟାୟାର ପାଇଁ ନୂଆ ବିଜ୍ଞାପନ ଅଭିଯାନ ଆରମ୍ଭ କରାଯାଇଛି। ଏହା ଜରିଆରେ କଂପାନି ଟାୟାରର ଉପାଦେୟତା ବିଷୟରେ ଗ୍ରାହକମାନଙ୍କୁ ସଚେତନ କରିବାକୁ ଚାହୁଁଛି। ମାଇଲେଜ୍ ଏକ୍ସ୩ ଟାୟାର ଗାଡ଼ିର ମାଇଲେଜ୍ ବଢ଼ାଉଛି ଓ ଏହାର ଏକ ଲକ୍ଷ କିମି ଅତିକ୍ରମ କରିବାର କ୍ଷମତା ରଖିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।
ସିଏଟ୍ର ନୂଆ ବିଜ୍ଞାପନ ଅଭିଯାନ
Advertisment
Follow Us