ସିଏଟ୍‌ର ନୂଆ ଗ୍ରିପ୍ ଏକ୍ସ୩ ଟାୟାର

Advertisment
ସିଏଟ୍‌ର ନୂଆ ଗ୍ରିପ୍ ଏକ୍ସ୩ ଟାୟାର

ଭୁବନେଶ୍ବର: ସିଏଟ୍‌ ପକ୍ଷରୁ ଭାରତରେ ଏହାର ନୂଆ ଟାୟାର ଗ୍ରିପ୍ ଏକ୍ସ୩ର ଶୁଭାରମ୍ଭ କରାଯାଇଛି। ଡୁଆଲ୍ କମ୍ପାଉଣ୍ଡ୍ ପ୍ରଯୁକ୍ତି (ଡିସିଟି) ଯୁକ୍ତ ଏହି ଟାୟାର ରାସ୍ତାରେ ଗତିଶୀଳ ଗାଡ଼ିକୁ ଗ୍ରିପ୍ ପ୍ରଦାନ କରିବ। କମ୍ପାନିର ବରିଷ୍ଠ ଉପସଭାପତି (ମାର୍କେଟିଂ) ନୀତିଶ ବଜାଜ୍ କହିଛନ୍ତି, ଗ୍ରିପ୍ ଏକ୍ସ୩ ଭାରତର ପ୍ରଥମ ପ୍ରକାର ଟାୟାର ଯାହା ଏହାର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ଗ୍ରିପ୍‌କୁ ସମାନ ଭାବେ ବଜାୟ ରଖିଥାଏ। ଭଲ ଗୁଣବତ୍ତା ବିଶିଷ୍ଟ ଟାୟାରର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏହି ଟାୟାର ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe