କ୍ୟୁଏସ୍ ୱାର୍ଲଡ୍‌ ରାଙ୍କିଙ୍ଗ୍‌ରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ

Advertisment
କ୍ୟୁଏସ୍ ୱାର୍ଲଡ୍‌ ରାଙ୍କିଙ୍ଗ୍‌ରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ

ଚଣ୍ଡିଗଡ଼ : କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌ ୨୦୨୩ ସଂସ୍କରଣର ୮୦-୧୦୦୦ ରାଙ୍କ୍‌ ବ୍ୟାଣ୍ଡ୍‌ ମଧ୍ୟରେ ସ୍ଥାନ ପାଇଛି ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଘରୁଆଁ। ଭାରତର ସମସ୍ତ ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟରେ ଏହା ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସବୁ ପ୍ରକାର ବିଶ୍ବବିଦ୍ୟାଳୟ ମଧ୍ୟରେ ଏହାର ରୢାଙ୍କ୍‌ ୨୧ ରହିଛି। ବିଶ୍ବବିଦ୍ୟାଳୟର କୁଳାଧିପତି ସତନାମ୍ ସିଂହ ସାନ୍ଧୁ ଏହି ସୂଚନା ଦେଇଛନ୍ତି।

ନିଯୁକ୍ତିଦାତା ସୁନାମରେ ବିଶ୍ବବିଦ୍ୟାଳୟ ୩୧୦ତମ ଓ ଶିକ୍ଷାଦାନ ସୁନାମରେ ବିଶ୍ବର ୫୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ଏହାକୁ ସ୍ଥାନ ପାଇଛି। ଆନ୍ତର୍ଜାତିକ ଫାକଲ୍‌ଟିରେ ୫୨୮ ଓ ଆନ୍ତର୍ଜାତିକ ଗବେଷଣା, ଫାକଲ୍‌ଟି ଛାତ୍ରଛାତ୍ରୀ ଅନୁପାତ, ଫାକଲ୍‌ଟି ପିଛା ସମ୍ମାନ ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ୬୦୦ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe