ଜିଏସ୍‌ଟିରେ ଆସିଲା ପରିବର୍ତ୍ତନ: ୧୭୭ଟି ସାମଗ୍ରୀର କମିଲା ଦର

Advertisment

ପୂର୍ବରୁ ଥିଲା ୨୮ ପ୍ରତିଶତ ଏବେ ହେଲା ୧୮ ପ୍ରତିଶତ

ପୂର୍ବରୁ ଥିଲା ୨୮ ପ୍ରତିଶତ ଏବେ ହେଲା ୧୮ ପ୍ରତିଶତ

ଜିଏସ୍‌ଟିରେ ଆସିଲା ପରିବର୍ତ୍ତନ: ୧୭୭ଟି ସାମଗ୍ରୀର କମିଲା ଦର

ଶୁକ୍ରବାର ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ୧୭୭ଟି ସାମଗ୍ରୀ ଉପରେ ଜିଏସଟି ଦର ହ୍ରାସ କରାଯାଇଛି। ଏହି ଘୋଷଣାରେ ଦେଶବାସୀ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ପୂର୍ବରୁ ପ୍ରାୟ ୨୨୩ଟି ସାମଗ୍ରୀ ଉପରୁ ଜିଏସ୍‌ଟି ଦର ହ୍ରାସ ପାଇବ ବୋଲି ଆଶା କରୁଥିଲେ ସମସ୍ତେ। ଜାଣନ୍ତୁ କେଉଁ କେଉଁ ସାମଗ୍ରୀରେ କେତେ ଜିଏସ୍‌ଟି ଦର ଲାଗୁ ଥିଲା ଓ ବର୍ତ୍ତମାନ କେତେ ହ୍ରାସ କରାଯାଇଛି।

publive-image publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe