ଜାଣିଛନ୍ତି କି, ଏବେ ବ୍ୟାଙ୍କ୍‌ କାରବାର ପାଇଁ ଆପଣଙ୍କୁ କେତେ ଟିକସ ଦେବାକୁ ପଡ଼ିବ?

ବ୍ୟାଙ୍କ୍‌ ନେଣଦେଣରେ ନୂଆ ଟିକସ

ଜାଣିଛନ୍ତି କି, ଏବେ ବ୍ୟାଙ୍କ୍‌ କାରବାର ପାଇଁ ଆପଣଙ୍କୁ କେତେ ଟିକସ ଦେବାକୁ ପଡ଼ିବ?

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍‌ ‘ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌’ ଗତ ୮ ମାସରେ ବ୍ୟାଙ୍କ୍‌ ଗ୍ରାହକମାନଙ୍କ ଠାରୁ ସର୍ବନିମ୍ନ ବ୍ୟାଲେନ୍‌ସ ନ ରଖିଥିବା ଆକାଉଣ୍ଟ ମାଧ୍ୟମରେ ଆଦାୟ କରିଛି ୧,୭୭୧ କୋଟି ଟଙ୍କା। ଦେଖନ୍ତୁ କ’ଣ ନୂଆ ପରିବର୍ତ୍ତନ ହୋଇଛି ଗ୍ରାହକଙ୍କ ପାଇଁ ଓ କେତେ ଟଙ୍କା ପୈଠ କରିବା ପାଇଁ ପଡ଼ିବ ପିଏସ୍‌ୟୁ ଓ ପ୍ରାଇଭେଟ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ମାନଙ୍କରେ।

publive-image publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe