ଆହ୍ଲାବାଦ ବ୍ୟାଙ୍କର ଶିଶୁ ଦିବସ ପାଳନ

Advertisment
ଆହ୍ଲାବାଦ ବ୍ୟାଙ୍କର ଶିଶୁ ଦିବସ ପାଳନ

କୋଲକାତା: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ବିଭିନ୍ନ ଶାଖା ଏବଂ କାର୍ଯ୍ୟାଳୟରେ ଚିତ୍ରାଙ୍କନ, ବକ୍ତତା, ପଜଲ୍‌ ଏବଂ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ସବୁ ପ୍ରତିଯୋଗିତାଗୁଡ଼ିକରେ ୧ରୁ ୧୪ ବର୍ଷ ବୟସର ପିଲାମାନେ ଭାଗ ନେଇଥିଲେ। ଏହି ଅବସରରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଉଷା ଅନନ୍ତସୁବ୍ରମଣିଅନ୍‌ ଆହ୍ଲାବାଦ ବ୍ୟାଙ୍କକୁ ସବୁ ବର୍ଗଙ୍କ ପାଇଁ ବ୍ୟାଙ୍କ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe