ମାଲାବାରରେ ‘ଚୁଡ଼ି ଉତ୍ସବ’

Advertisment
ମାଲାବାରରେ ‘ଚୁଡ଼ି ଉତ୍ସବ’

ଭୁବନେଶ୍ବର : ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସହିଦନଗର ସୋ’ରୁମ୍ ପକ୍ଷରୁ ଚୁଡ଼ି ଉତ୍ସବ ବିଷୟରେ ଘୋଷଣା କରାଯାଇଛି। ଏହି ଉତ୍ସବ ଚଳିତ ମାସ ୯ରୁ ଆରମ୍ଭ ହୋଇଛି ଯାହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ରାହକ ଓ ସୋ’ରୁମ୍ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି ଚୁଡ଼ି ଉତ୍ସବ ଆରମ୍ଭ କରାଯାଇଛି। ଏହି ଅବସରରେ ଗ୍ରାହକମାନେ ସୁଲଭ ଗଢ଼ା ମୂଲ୍ୟରେ ସ୍ବତନ୍ତ୍ର ଗହଣା ସମ୍ଭାର କିଣିବାର ସୁଯୋଗ ପାଇବେ। ମାଲାବାର ପକ୍ଷରୁ ଏହାର ଗ୍ରାହକମାନଙ୍କୁ ୧୦ ଫେୟାର ପ୍ରାଇସ୍ ପ୍ରତିଶ୍ରୁତି ପ୍ରଦାନ କରାଯାଉଛି। ଗହଣା ଉପରେ ଜୀବନବ୍ୟାପୀ ମାଗଣା ରକ୍ଷଣାବେକ୍ଷଣ, ପୁରୁଣା ସୁନା ବଦଳାଇବା ବେଳେ ଶତ ପ୍ରତିଶତ ମୂଲ୍ୟ ପ୍ରଦାନ ଓ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ସାର୍ଟିଫାଏଡ୍‌ ଶୁଦ୍ଧ ସୁନା ଆଦି ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe