ଭାରତ ଚମକୁଥିବା ଦାବି ଭିତ୍ତିହୀନ: ସୁବ୍ରମଣ୍ୟମ

Advertisment
ଭାରତ ଚମକୁଥିବା ଦାବି ଭିତ୍ତିହୀନ: ସୁବ୍ରମଣ୍ୟମ

ThePrint

ନୂଆଦିଲ୍ଲୀ : ଭାରତ ବେଶ ଉଜ୍ଜ୍ବଳ ଓ ଚମକୁଛି ବୋଲି ଯାହା କୁହାଯାଉଛି ତାହା ସବୁ ଭିତ୍ତିହୀନ। ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏହା କହିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାମୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତିର ପରିସଂଖ୍ୟାନକୁ ଭଲଭାବେ ଅନୁଶୀଳନ କରିଛି। ଭାରତ ଚମକୁଛି ବୋଲି ଯାହା କୁହାଯାଉଛି ତାହା ଭିତ୍ତିହୀନ। ଯଦି କରୋନା ଜନିତ ସୁଧାରକୁ ବାଦ ଦିଆଯିବ ତେବେ ଦେଶର ଜିଡିପି ଅଭିବୃଦ୍ଧି ୪ ପ୍ରତିଶତ ରହିବ। ନେହେରୁଙ୍କ ସମୟରେ ସେହି ଧରଣର ଅଭିବୃଦ୍ଧି ଥିଲା ବୋଲି ସ୍ବାମୀ ମନେ ପକାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe