କୋକାକୋଲାର ୬ କାରଖାନାକୁ ପୁରସ୍କାର

କୋକାକୋଲାର ୬ କାରଖାନାକୁ ପୁରସ୍କାର

Financial planning

ଭୁବନେଶ୍ବର,: ମୁମ୍ବାଇ ଠାରେ ଆୟୋଜିତ ଇଣ୍ଡିଆ ସଷ୍ଟେନେବିଲିଟି ଲିଡରସିପ୍ ସମିଟ୍‌ରେ କୋକାକୋଲାର ୬ଟି କାରଖାନାକୁ ଫ୍ରଷ୍ଟ୍‌ ଆଣ୍ଡ୍ ସୁଲିଭାନ୍-ଟେଳି ସଷ୍ଟେନେବିଲିଟି ୪.୦ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାରଖାନାଗୁଡ଼ିକ ଭୁବନେଶ୍ବର, ହାଇଦ୍ରାବାଦ, ବେଙ୍ଗାଲୁରୁ, ସିଲିଗୁଡ଼ିରେ ରହିଛି। ଭୁବନେଶ୍ବର କାରଖାନାକୁ ଲିଡର୍ସ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇଁ ବିଜେତା ଚୟନ କରିବା ବେଳେ ୧୩ଟି ମାପକାଠିକୁ ବିଚାରକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe