କମର୍ସିଆଲ୍‌ ଏଲ୍‌ପିଜି ଦାମ୍ ୧୯୮ ଟଙ୍କା ହ୍ରାସ

Advertisment
କମର୍ସିଆଲ୍‌ ଏଲ୍‌ପିଜି ଦାମ୍ ୧୯୮ ଟଙ୍କା ହ୍ରାସ

The Economic Times

ନୂଆଦିଲ୍ଲୀ : ହୋଟେଲ୍, ରେସ୍ତୋରାଁ, ଭୋଜି ଓ ମହୋତ୍ସବ ଆଦି କାମରେ ବ୍ୟବହାର କରାଯାଉଥିବା ୧୯ କେଜିଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି। ଫଳରେ ନୂଆଦିଲ୍ଲୀରେ ସେହି ସିଲିଣ୍ଡର ଦାମ୍ ୨୨୧୯ ଟଙ୍କାରୁ ହ୍ରାସ ପାଇ ୨୦୨୧ ଟଙ୍କା ହୋଇଛି। ଜୁନ୍ ୧ରେ ପ୍ରଥମେ କମର୍ସିଆଲ ଏଲ୍‌ପିଜି ଦାମ୍ ୧୩୫ ଟଙ୍କା ହ୍ରାସ ପାଇଥିଲା। ସିଲିଣ୍ଡର ଦାମ୍‌ରେ ହୋଇଥିବା ହ୍ରାସ ଆଜିଠାରୁ ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe