କୋଲଗେଟ୍‌ର ଗ୍ରାହକ ସର୍ବେକ୍ଷଣ

Advertisment
କୋଲ୍‌ଗେଟ୍‌ର ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ୱର: କୋଲଗେଟ୍‌ ପକ୍ଷରୁ ଏକ ଗ୍ରାହକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏକାଧିକବାର ଦାନ୍ତ ସଫା କରିବା ଏବେ ସୁଦ୍ଧା ସାମୁହିକ ଅଭ୍ୟାସରେ ପରିଣତ ହୋଇନାହିଁ। ୨୦୦୮ରୁ ୨୦୧୬ ମଧ୍ୟରେ ଏକାଧିକବାର ଦାନ୍ତ ସଫା କରିବାର ଅଭ୍ୟାସ ମାତ୍ର ୬% (୨୮%ରୁ ୩୪%କୁ) ବୃଦ୍ଧି ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe