Advertisment

ଚଢ଼ା ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଅଦାଲତ ଝଟ୍‌କା

Advertisment

ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କର ନାହିଁ ବୋଲି ଆମେରିକାର ଏକ ଅଦାଲତ ଶୁକ୍ରବାର ରାୟ ଦେଇଛନ୍ତି। ଅଦାଲତ ତାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଆସନ୍ତା ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିଳମ୍ବ କରିଛନ୍ତି।

ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କର ନାହିଁ ବୋଲି ଆମେରିକାର ଏକ ଅଦାଲତ ଶୁକ୍ରବାର ରାୟ ଦେଇଛନ୍ତି। ଅଦାଲତ ତାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଆସନ୍ତା ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିଳମ୍ବ କରିଛନ୍ତି।

trump

ୱାସିଂଟନ: ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କର ନାହିଁ ବୋଲି ଆମେରିକାର ଏକ ଅଦାଲତ ଶୁକ୍ରବାର ରାୟ ଦେଇଛନ୍ତି। ଅଦାଲତ ତାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଆସନ୍ତା ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିଳମ୍ବ କରିଛନ୍ତି। ଏହି ସମୟ ମଧ୍ୟରେ ଟ୍ରମ୍ପ ପ୍ରଶାସନ ସୁପ୍ରିମକୋର୍ଟ ଯାଇପାରିବ।

୧୯୭୭ ମସିହାର ଆଇଇଇପିଏ ଆଇନ (ଇଣ୍ଟରନ୍ୟାସନାଲ ଇକୋନୋମିକ ପାୱାର୍ସ ଆକ୍ଟ)ରେ ଅଧିକାଂଶ ଶୁଳ୍କ ଲାଗୁ କରିବା ନେଇ ଯେଉଁ କ୍ଷମତା ରାଷ୍ଟ୍ରପତିଙ୍କୁ ଦିଆଯାଇଛି ଟ୍ରମ୍ପ ସେହି କ୍ଷମତା ପରିସର ବାହାରକୁ ଯାଇ କାର୍ଯ୍ୟ କରିଛନ୍ତି ବୋଲି ରାୟରେ କୁହାଯାଇଛି। ଏହି ରାୟକୁ ଟ୍ରମ୍ପ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe