ଅଶୋଧିତ ତେଲ ଦର ପୁଣି ବଢ଼ିଲା

ତେଲ ରାଜନୀତି, ଆମେରିକା କଥା ଶୁଣୁନି ସାଉଦି

USATODAY.com

ନୂଆଦିଲ୍ଲୀ : କରୋନା ଟିକାକୁ ନେଇ ଆଶ୍ବସ୍ତ ହେବା ଭଳି ଖବର ମିଳିବା ସହ ୟୁରୋପୀୟ ସଂଘ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରିବା ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍ ପିଛା ଦାମ୍ ୩୧‌ ସେଣ୍ଟ୍‌ ବୃଦ୍ଧି ପାଇ ୪୩.୫୯ ଡଲାର ହୋଇଛି। ଆମେରିକାର ଅଶୋଧିତ ତୈଳ ଦର ୧୯ ସେଣ୍ଟ୍‌ ବୃଦ୍ଧି ପାଇ ୪୧ ଡଲାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe