ସିଏସ୍‌ଆର୍‌ ନିୟମ ଉଲ୍ଲଂଘନ କରିିଥିବା ୧୯୬ କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ

ସିଏସ୍‌ଆର୍‌ ନିୟମ ଉଲ୍ଲଂଘନ କରିିଥିବା ୧୯୬ କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, : କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) ନିୟମ ଉଲ୍ଲଂଘନ କରିଥିବା ୧୯୬ଟି କଂପାନି ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟକୁ ଅନୁମତି ପ୍ରଦାନ କରାଯାଇଛି। କଂପାନି ନିୟମ ୨୦୧୩ ଅନୁଯାୟୀ ଲାଭଜନକ କଂପାନିଗୁଡ଼ିକୁ ସେମାନଙ୍କ ବିଗତ ତିନି ବର୍ଷର ହାରାହାରି ନିଟ୍‌ ଲାଭର ୨ ପ୍ରତିଶତ ଅର୍ଥ ସିଏସ୍‌ଆର୍‌ ବାବଦରେ ଖର୍ଚ କରିବାକୁ ପଡ଼ିବ। ସେହି ବର୍ଷ ୫୮୭୦ଟି କଂପାନି ଦ୍ୱାରା ସିଏସ୍‌ଆର୍‌ ବାବଦରେ ୯୫୫୩.୭୨ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ୨୦୧୫-୧୬ରେ ୭୯୮୩ଟି କଂପାନି ସିଏସ୍‌ଆର୍‌ରେ ୧୩,୬୨୫.୨୪ କୋଟି ଟଙ୍କା ଖର୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe