ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ

ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ

Business Standard

ମୁମ୍ବାଇ : ସପ୍ତାହକ ଭିତରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ୪୫୯ କୋଟି ଡଲାରର ହ୍ରାସ ଘଟିଛି। ଜୁନ୍‌ ୧୦ ସୁଦ୍ଧା ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ୫୯, ୬୪୫ କୋଟି ଡଲାରକୁ ହ୍ରାସ ପାଇଛି। ଏହାର ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର‌ରେ ୩୦.୬ କୋଟି ଡଲାର ହ୍ରାସ ଘଟିଥିଲା। ବହୁ ମାସ ପର୍ଯ୍ୟନ୍ତ ୬୦,୦୦୦ ଡଲାରରୁ ଉଚ୍ଚ ସ୍ତରରେ ରହିଥିବା ଏହି ଭଣ୍ଡାର ପରିମାଣ ଏହା ତଳକୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe