ଡିଜିସିଏ କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ: ଏୟାର ଇଣ୍ଡିଆ

ଡିଜିସିଏ କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ: ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୨ ନଭେମ୍ବରରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଘଟିଥିବା ପରିସ୍ରା ଘଟଣା ପାଇଁ ପାଇଲଟ୍‌-ଇନ୍ କମାଣ୍ଡ ନାରାୟଣ ରାମପ୍ରସାଦଙ୍କୁ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଦ୍ବାରା ତିନି ମାସ ନିଲମ୍ବନ କରାଯିବା କାର୍ଯ୍ୟାନୁଷ୍ଠାନକୁ ଏୟାର ଇଣ୍ଡିଆ ପକ୍ଷରୁ ମାତ୍ରାଧିକ ବୋଲି କୁହାଯାଇଛି। ଏହି ରାୟ ବିରୋଧରେ ଅପିଲ୍ କରିବା ଲାଗି କଂପାନି ପାଇଲ୍‌ଟଙ୍କୁ ସାହାଯ୍ୟ କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe