ହ୍ବାଟସ୍‌ଆପ୍‌ରେ ମିଳିବ ଡିଜିଲକର୍‌ ସେବା

Advertisment
୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

www.whatsapp.com

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଜରିଆରେ ଲୋକମାନଙ୍କୁ ଡିଜିଲକର୍‌ ସେବା ଯୋଗାଇ ଦିଆଯିବ। ହ୍ବାଟସ୍‌ଆପ୍ ନମ୍ବର ୯୦୧୩୧୫୧୫୧୫କୁ ଇଂରାଜିରେ ନମେସ୍ତ (Namaste) କିମ୍ବା ହାଏ (Hi) କିମ୍ବା ଡିଜିଲକର (୍‌Digilocker) ଲେଖି ପଠାଇଲେ ଲୋକମାନଙ୍କୁ ଡିଜିଲକରରେ ଉପଲବ୍ଧ ହେଉଥିବା ସବୁ ପ୍ରକାର ଦସ୍ତାବିଜ ମିଳିପାରିବ। ପାନ୍‌ କାର୍ଡ ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ପାଠପଢ଼ା ସାର୍ଟିଫିକେଟ, ଗାଡ଼ି କାଗଜପତ୍ର, ଗାଡ଼ି ବୀମା ଆଦି କାଗଜପତ୍ର ହାସଲ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe