ନୂଆଦିଲ୍ଲୀ: ଡାଲମିଆଁ ଭାରତ ସିମେଣ୍ଟ କମ୍ପାନି ପକ୍ଷରୁ ବଜାର ପ୍ରବେଶ କରାଯାଇଥିବା ଡିଏସ୍ପି ସିମେଣ୍ଟ ପୂର୍ବ ଭାରତରେ ସବୁ ପ୍ରକାର ଢଳେଇ କାର୍ଯ୍ୟରେ ଏକ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି। ଢଳେଇ କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନି ନୂଆ ଡାଲମିଅାଁ ଡିଏସ୍ପି ଟିଭି କ୍ୟାମ୍ପେନ ଆରମ୍ଭ କରିଛି। ଏହି ଟିଭି ପ୍ରଚାରର ନାମ ଢଳାଇ ଏକ୍ସପର୍ଟ ରଖାଯାଇଛି। ଗ୍ରାହକଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ କମ୍ପାନି ଏହି ଟିଭି ପ୍ରଚାର କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି କମ୍ପାନିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦେଶକ ବି. କେ. ସିଂହ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us