ଡ୍ୟୁଲକ୍ସ ଭେଲଭେଟ୍‌ ଟଚ୍‌ ଅଟୋଗ୍ରାଫ୍‌ କଲେକ୍ସନ

Advertisment
ଡ୍ୟୁଲକ୍ସ ଭେଲଭେଟ୍‌ ଟଚ୍‌ ଅଟୋଗ୍ରାଫ୍‌ କଲେକ୍ସନ

ଭୁବନେଶ୍ୱର: ଡ୍ୟୁଲକ୍ସ ପେଣ୍ଟ ନିର୍ମାତା ଆକ୍‌ଜୋନେବଲ ପକ୍ଷରୁ ସୁପର ପ୍ରମିୟମ ପେଣ୍ଟ ବର୍ଗରେ ନୂଆ ଡ୍ୟୁଲକ୍ସ ଭେଲଭେଟ୍‌ ଟଚ ଅଟୋଗ୍ରାଫ କଲେକ୍‌ସନ ଆଣିଛି। ୫୦ ଏକ୍ସକ୍ଲୁସିଭ ରଙ୍ଗରେ ଏହି କଲେକ୍ସନକୁ ଉପଲବ୍ଧ କରାଯାଇଛି। ଡ୍ୟୁଲକ୍ସ ଗ୍ଲୋବାଲ ଆସଥେଟିକ୍‌ ସେଣ୍ଟରରେ ଏହି କଲେକ୍ସନକୁ ବିକଶିତ କରାଯାଇଛି। ଭେଲଭେଟ ଟଚ ଅଟୋଗ୍ରାଫ କଲେକସନ ୩ଟି ପ୍ୟାକ ସାଇଜ ତଥା ୧ଲିଟର, ୪ଲିଟର ଏବଂ ୧୦ ଲିଟର ପ୍ୟାକରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ଲିଟର ପିଛା ୫୮୮ ଟଙ୍କା ରହିଛି । ଏହା ଏକ ସିମୀତ ଅବଧିର ଉତ୍ପାଦ ଯାହା କେବଳ ଏହି ଋତୁରେ ଦେଶର ପ୍ରମୁଖ ଡ୍ୟୁଲକ୍ସ ଷ୍ଟୋରରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe