ଭୁବନେଶ୍ବରରେ ଡୁରିଆନ୍‌ ଫର୍ଣ୍ଣିଚରର ନୂଆ ସୋ’ରୁମ

Advertisment
ଭୁବନେଶ୍ବରରେ ଡୁରିଆନ୍‌ ଫର୍ଣ୍ଣିଚରର ନୂଆ ସୋ’ରୁମ

Justdial

ଭୁବନେଶ୍ୱର : ଡୁରିଆନ୍ ଫର୍ଣ୍ଣିଚର ଭୁବନେଶ୍ୱରରେ ଏହାର ଦ୍ବିତୀୟ ଷ୍ଟୋର୍‌ର ଶୁଭାରମ୍ଭ କରିଛି। ପଟିଆସ୍ଥିତ ନନ୍ଦନକାନନ ରୋଡ୍‌ଠାରେ ୪୯୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ସୋ’ରୁମ୍ ସୋଫା, ରିକ୍ଲାଇନର୍‌, ଡାଇନିଙ୍ଗ୍ ସେଟ୍‌, ବେଡ୍ ଆଦି ଲକ୍‌ଜ୍ୟୁରି ହୋମ୍ ଫର୍ଣ୍ଣିଚର୍‌ର ଏକ ବିସ୍ତୃତ ରେଞ୍ଜ୍‌କୁ ପ୍ରଦର୍ଶିତ କରିଛି। ନିର୍ଦ୍ଦିଷ୍ଟ ରେଞ୍ଜ୍‌ର ହୋମ୍ ଓ ଅଫିସ୍ ଫର୍ଣ୍ଣିଚର ଉପରେ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ ଅଫର୍ ରହିଛି। ଅତୁଳନୀୟ ୫ ବର୍ଷର ୱାରେଂଟି, ମାଗଣା ପରାମର୍ଶ, ସହଜ ଇଏମ୍‌ଆଇ ବିକଳ୍ପ, ଉନ୍ନତ ଡେଲିଭରି ଆଦି ସୁବିଧା ସହିତ ଡୁରିଆନ୍ ନିଜର ଗ୍ରାହକଙ୍କୁ ସନ୍ତୋଷଜନକ ସପିଙ୍ଗ୍ ଅନୁଭୂତି ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe