ବିପିସିଏଲ୍‌ର ଇ-ବର୍ଜ୍ୟ ପରିଚାଳନା ଅଭିଯାନ

ବିପିସିଏଲ୍‌ର ଇ-ବର୍ଜ୍ୟ ପରିଚାଳନା ଅଭିଯାନ

ଭୁବନେଶ୍ବର : ସରକାରୀ ତୈଳ କଂପାନି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍‌ (ବିପିସିଏଲ୍‌) ପକ୍ଷରୁ ଇ-ବର୍ଜ୍ୟ ପରିଚାଳନା ଅଭିଯାନ ଆରମ୍ଭ କରାଯାଇଛି। ଚନ୍ଦ୍ରଶେଖରପୁର ସ୍ଥିତ କଂପାନିର ପେଟ୍ରୋଲ୍‌ ପମ୍ପ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି। ଇ-ବର୍ଜ୍ୟକୁ ହ୍ରାସ ଓ ରିସାଇକଲ୍ କରିବା ଉପରେ କଂପାନି ଧ୍ୟାନ ଦେବ। ୨୦୨୫ ସୁଦ୍ଧା ଏହାର ବିଶୋଧନାଗାର ଓ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଶୂନ ବର୍ଜ୍ୟ ଲକ୍ଷ୍ୟ ହାସଲ କରିବାକୁ କଂପାନି ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe