ଚୀନ୍‌ ଋଣ ଆପ୍‌ ମାମଲାରେ ଇଡିର ଚାର୍ଜସିଟ୍ ଦାଖଲ

Advertisment
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ, ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କଲା ଇଡି

ବେଙ୍ଗାଲୁରୁ : ଚୀନ୍‌ ଋଣ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ରେଜରପେ’ ସମେତ ୭ଟି ସଂସ୍ଥା ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଆପ୍‌ଗୁଡ଼ିକ ମନି ଲଣ୍ଡରିଂ କାରବାରରେ ଲିପ୍ତ ଥିଲେ ଏବଂ ବହୁ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି। ଏହି ମାମଲାରେ ୭ଟି ସଂସ୍ଥା ଓ ୫ ବ୍ୟକ୍ତିଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe