ଖାଇବା ତେଲ ଟିକସ ୫.୫%କୁ ହ୍ରାସ

Advertisment

ମେ’‌ରେ ୫ଜି ସ୍ପେକ୍ଟ୍ରମ ନିଲାମ

ମେ’‌ରେ ୫ଜି ସ୍ପେକ୍ଟ୍ରମ ନିଲାମ

ରୁ‌ଷ୍‌ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ: ମହଙ୍ଗା ହେଉଛି ଖାଇବା ତେଲ, ସପ୍ତାହକରେ ବଢ଼ିଲା ୫୦ ଟଙ୍କା

nationalheraldindia.com

ନୂଆଦିଲ୍ଲୀ : ଅଶୋଧିତ ପାମ୍ ଅଏଲ୍‌ର ଆମଦାନି ଶୁଳ୍କକୁ କେନ୍ଦ୍ର ସରକାର ୮.୨୫%ରୁ ୫.୫ ପ୍ରତିଶତକୁ ହ୍ରାସ କରିଛନ୍ତି।

ମେ’‌ରେ ୫ଜି ସ୍ପେକ୍ଟ୍ରମ ନିଲାମ
ନୂଆଦିଲ୍ଲୀ : ଚଳିତ ବର୍ଷ ମେ’ ମାସରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବ। ଏ ସମ୍ପର୍କିତ ସୁପାରିସକୁ ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ମାର୍ଚ୍ଚ ସୁଦ୍ଧା ପଠାଇବ। ସୁପାରିସ ମିଳିବାର ୬୦-୧୨୦ ଦିନ ଭିତରେ ‌ସରକାର ସ୍ପେକ୍ଟ୍ରମ୍ ନିଲାମ କରି‌ବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe