ନିର୍ବାଚନୀ ବଣ୍ଡ୍‌: ରାଜନୈତିକ ଦଳ ଉଠାଇଥିଲେ ୧,୨୧୩ କୋଟି

ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ୧,୨୧୩ କୋଟି ଟଙ୍କା ହାସଲ କରିଥିଲେ। ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ପାଣ୍ଠିରେ ସ୍ବଚ୍ଛତା ଆଣିବା ଲାଗି‌ ମୋଦୀ ସରକାର ୨୦୧୮ରେ ନିର୍ବାଚନୀ ବଣ୍ଡ ଜାରି କରିଥିଲେ। ଦାନ କର୍ତ୍ତା ବ୍ୟାଙ୍କରୁ ନିର୍ବାଚନୀ ବଣ୍ଡ୍‌ କିଣି ନିଜ ପସନ୍ଦର ରାଜନୈତିକ ଦଳ ଉଦ୍ଦେଶ୍ୟରେ ଜାରି କରୁଛନ୍ତି। ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ବଣ୍ଡରୁ ୯,୮୧୭ କୋଟି ଟଙ୍କା ହାସଲ କରିଛନ୍ତି। ଏହି ବଣ୍ଡ୍‌ କିଛି ସରକାରୀ ବ୍ୟାଙ୍କର ନିର୍ଦିଷ୍ଟ କେତେକ ଶାଖାରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe