ବିଦ୍ୟୁତ ଯାନରେ ସରକାରଙ୍କ ପଛଘୁଞ୍ଚା

ବିଦ୍ୟୁତ ଯାନରେ ସରକାରଙ୍କ ପଛଘୁଞ୍ଚା

City of Surrey

ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ବଦଳରେ ବିଦ୍ୟୁତ ଯାନ ଚଳାଚଳ ବଢ଼ାଇବାକୁ ସରକାର ଏକ ମହତ୍ବକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଥିଲେ। ୨୦୨୩ ଓ ୨୦୨୫ ସୁଦ୍ଧା ସବୁ ପ୍ରକାର ତିନି ଚକିଆ ଏବଂ ୧୫୦ ସିସିରୁ କମ୍ ଦୁଇ ଚକିଆ ଯାନକୁ ଇଲେକ୍ଟ୍ରିକ୍ ଯାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବିଦ୍ୟୁତ ଯାନକୁ ରୂପା‌ନ୍ତରିତ ହେବା ଲାଗି କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe