ଯୁବପିଢ଼ିଙ୍କ ଅପେକ୍ଷା ବୟସ୍କମାନେ ହିଁ ଫେସ୍‌ବୁକ୍‌ରେ ବେଶି ଗୁଜବ ଖବର ପ୍ରଘଟ କରାଉଛନ୍ତି: ସର୍ଭେ

Advertisment
ଯୁବପିଢ଼ିଙ୍କ ଅପେକ୍ଷା ବୟସ୍କମାନେ ହିଁ ଫେସ୍‌ବୁକ୍‌ରେ ବେଶି ଗୁଜବ ଖବର ପ୍ରଘଟ କରାଉଛନ୍ତି: ସର୍ଭେ

ଆମେ ଏକ ଏପରି ସମୟରେ ରହୁଛେ, ଯେଉଁଟି ଡିଜିଟାଲ୍‌ ମିଡିଆ ପାଲଟିଛି ଏକ ପ୍ରମୁ୍‌ଖ କଥା। ଜ୍ଞାନକୌଶଳ ଯେତେ ଅଧିକ ବଢ଼ିବାରେ ଲାଗିଛି ପ୍ରତ୍ୟେକ ଜିନିଷର ବିଶ୍ୱସନୀୟତା ସେତେ ବେଶି କମିବାରେ ଲାଗିଛି। ଏବେକାର ଏକ ବିରାଟ ସମସ୍ୟା ପଲଟିଛି ଫେସ୍‌ବୁକ୍‌। ଫେସ୍‌ବୁକ୍‌ ଜରିଆରେ ଅନେକ ଗୁଜବ ଖବ ସବୁ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଏ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେରୁ ଜାଣିବାକୁ ମିଳିଛି ଯେ ଫେସ୍‌ବୁକ୍‌ରେ ଗୁଜବ ପ୍ରଘଟ କରାଉଛନ୍ତି ମୁଖ୍ୟତଃ ବୟସ୍କ ବ୍ୟକ୍ତି। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଯୁବପିଢ଼ିଙ୍କ ଅପେକ୍ଷା ବୟସ୍କମାନେ ହିଁ ଅଧିକ ପରିମାଣରେ ଫେସ୍‌ବୁକ୍‌ରେ ନକଲି ଖରବ ସବୁ ପ୍ରଘଟ କରାଉଛନ୍ତି।

publive-image

ନ୍ୟୁୟର୍କ ୟୁନିଭରସିଟିରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯେଉଁମାନଙ୍କ ବୟସ ୬୫ ବର୍ଷରୁ ଅଧିକ ସେମାନେ ବିଶେଷ କରି ଏହି କ୍ଷେତ୍ରରେ ବେଶ୍‌ ସକ୍ରିୟ। ସେମାନେ ସତ ଖବର ଅପେକ୍ଷା ମିଥ୍ୟା ଓ ଅନ୍ଧବିଶ୍ୱାସ କୁ ବେଶି ଗୁରୁତ୍ୱ ଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe