ବଜାଜ ଫାଇନାନ୍ସ ଅନଲାଇନ ଏଫଡି ପାଇଁ ଆକର୍ଷଣୀୟ ସୁଧହାର ଘୋଷଣା

Advertisment
ବଜାଜ ଫାଇନାନ୍ସ ଅନଲାଇନ ଏଫଡି ପାଇଁ ଆକର୍ଷଣୀୟ ସୁଧହାର ଘୋଷଣା

Bajaj Finserv

ଭୁବନେଶ୍ୱର: ବଜାଜ ଫାଇନାନ୍ସ ପକ୍ଷରୁ ଆକର୍ଷଣୀୟ ସୁଧହାର ସହ ଅନଲାଇନ ଏଫଡି ସ୍କିମ ଘୋଷଣା କରିଛି  । ଏହି ଏଫଡି ସର୍ବାଧିକ ଏଫଡି ହାର ସହିତ ନିୟମିତ ବ୍ୟବଧାନରେ ପେଆଉଟ ପ୍ରଦାନ କରିଥାଏ । ବଜାଜ ଫିନସର୍ଭରେ ଥିବା ଏଫଡି ଇଂଟ୍ରେଷ୍ଟ କାଲକୁଲେଟର ମାଧ୍ୟମରେ ଆପଣ ସଠିକ ମାଚୁରିଟି ସବିଶେଷ ବିଷୟରେ ଜାଣିପାରିବେ ଯାହାକି ନିର୍ଦ୍ଧିଷ୍ଟ ଅବଧି, ପରିମାଣ ଓ ଏଫଡି ପ୍ରକାରକୁ ନେଇ ହିସାବ କରାଯାଇଥାଏ । ଏଥିରେ ଆପଣ ଆକର୍ଷଣୀୟ ଏଫଡିରେଟ ପାଇପାରିବେ ଯାହାକିବିଭିନ୍ନ ଅବଧି ପାଇଁ ପ୍ରଯୁଜ୍ୟ ଅଟେ । ଆପଣ ଆପଣଙ୍କ ଆର୍ଥିକ ଲକ୍ଷ୍ୟ ଓ ନଗଦ ଆବଶ୍ୟକତା ଅନୁସାରେ ନିଜର ଅବଧିକୁ ବାଛିପାରିବେ । ଆପଣଙ୍କର ଜମାଉପରେ ସୁନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ସଂଚୟକୁ ସହଜରେ ବୃଦ୍ଧିକରିବାକୁ ଚାହୁଁଥିବାଲୋକଙ୍କ ପାଇଁ ବଜାଜ ଫାଇନାନ୍ସ ଅନଲାଇନ ଏଫଡି ଉପଯୁକ୍ତ ।ଏହି ଏଫଡିରେ ଆପଣ କଂଟାକ୍ଟଲେସ ଅନଲାଇନ ପ୍ରକ୍ରିୟାରେ ଘରେ ଆରାମରେ ରହି ନିବେଶକରିପାରିବେ ।

ଏହିଏଫଡି ସହାୟତାରେ ଆପଣ ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ ସୁଧ ଲାଭର ନମନୀୟତା ହାସଲ କରିପାରିବେ । ଏହି ବ୍ୟବସ୍ଥା ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ  ଯେଉଁମାନେ ସଂଚୟରୁ ମାସିକ ଆୟର ଆଶା ରଖିଥାନ୍ତି ।ଏହା ଏକ ଉଦ୍ୟୋଗରେ ପ୍ରଥମ ମାସିକସଂଚୟ ପ୍ଲାନ ଯାହା ଦ୍ୱାରା ଆପଣ ସର୍ବନିମ୍ନ ମାସିକ ସଂଚୟ ଟ.୫୦୦୦ ସହିତ ଆପଣଙ୍କର ସଂଚୟକୁ ବୃଦ୍ଧି କରିପାରିବେ । ଆପଣ ମାସିକ ଭିତିରେ କିମ୍ବା ସମସ୍ତ ରିଟର୍ଣ୍ଣକୁ ଗୋଟିଏ ଦିନରେ ପାଇବାକୁ ବାଛିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe