‘କ୍ରୋମା’ରେ ଉତ୍ସବ ଋତୁ ଅଭିଯାନ

Advertisment
‘କ୍ରୋମା’ରେ ଉତ୍ସବ ଋତୁ ଅଭିଯାନ

Business Today

ଭୁବନେଶ୍ବର : ଟାଟା ଗ୍ରୁପ୍‌ର ଓମ୍‌ନି ଚ୍ୟାନେଲ୍‌ ରିଟେଲ୍‌ ସଂସ୍ଥା କ୍ରୋମା ପକ୍ଷରୁ ଉତ୍ସବ ଋତୁ ପାଇଁ ଏକ ଡିଜିଟାଲ୍ ସିନେମା ‘କ୍ରୋମା ଆସିଛି’ ଓ ଆକର୍ଷଣୀୟ ଅଫର ‘କ୍ରୋମା ସ୍ବାଗତ’ ଘୋଷଣା କରାଯାଇଛି। ଅଫରରେ ଗ୍ରାହକମାନେ ଦୈନିକ ବମ୍ପର ପୁରସ୍କାର ଜିତିପାରିବେ। ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଥିବା କ୍ରୋମା ଷ୍ଟୋର୍‌ ଏବଂ କ୍ରୋମା ଡଟ୍‌ କମ୍‌ରେ ଏହି ଅଫର ଅକ୍ଟୋବର ୫ ପର୍ଯ୍ୟନ୍ତ ବୈଧ ରହିବ। କଂପାନି ପକ୍ଷରୁ ଲକି ଡ୍ର’ ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୟାସ୍‌ ଦ୍ବୀପକୁ ଆନ୍ତର୍ଜାତିକ ଛୁଟି କଟାଇବା, କୋଲକାତାରେ ଚାରି ଦିନ ରହଣୀ ଭଳି ସୁବିଧା ମିଳିବ। ଅନ୍ୟାନ୍ୟ ଭାଗ୍ୟଶାଳୀ ବିଜେତାମାନେ ୧୦ ହଜାର ଟଙ୍କାର ଗିଫ୍ଟ ଭାଉଚର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଜିତିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe