ବାଣିଜ୍ୟ ଜରିମାନା ଭାରତୀୟଙ୍କ ପାଇଁ ଶକ୍ତ ଧକ୍କା: ଗୁଗୁଲ୍ Advertisment October 22, 2022, 04:33 AM IST 22 Oct 2022 04:33 IST Sambad Digital Follow Us IndiaTV News ନୂଆଦିଲ୍ଲୀ : ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ଗତକାଲି ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲେ। ଏହା ଭାରତୀୟ ଓ ଏଠାକାର ବ୍ୟବସାୟୀମାନଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି।