ଫ୍ଲିପ୍‌କାର୍ଟର ଗଣତନ୍ତ୍ର ଦିବସ ଅଫର ! ଫୋନ୍‌, ଟିଭି, କଂପ୍ୟୁଟର ଉପରେ ୮୦% ପର୍ଯ୍ୟନ୍ତ ରିହାତି

Advertisment
ଫ୍ଲିପ୍‌କାର୍ଟର ଗଣତନ୍ତ୍ର ଦିବସ ଅଫର ! ଫୋନ୍‌, ଟିଭି, କଂପ୍ୟୁଟର  ଉପରେ ୮୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର : ଗ୍ରାହକଙ୍କ ଲାଗି ଖୁସି ଖବର ! କାହିଁକିନା ୨୧ ଜାନୁଆରି ରୁ ୨୩ ଜାନୁଆରି ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ସପିଂ କଂପାନି ଫ୍ଲିପ୍‌କାର୍ଡ଼ ତରଫରୁ ଗ୍ରହକଙ୍କ ଲାଗି ଏକ ଆକର୍ଷଣୀୟ ଗଣତନ୍ତ୍ର ଦିବସ ଅଫର୍‌ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକମାନେ ଟିଭି, ଫ୍ରିଜ୍‌, କଂପ୍ୟୁଟର, ମୋବାଇଲ୍‌ ଏବଂ ଘରସାମଗ୍ରୀ ଜିନିଷ କିଣିବା ଉପରେ ୮୦ ପ୍ରତିଶତ ରିହାତି ପାଇପାରିବେ ।

ଏଥିସହିତ ୮୦ ପ୍ରତିଶତର ଡ଼ିସ୍କାଉଣ୍ଟ୍‌ ସାଥ୍‌ସାଥ୍‌ ସିଟିବ୍ୟାଙ୍କ୍‌ କ୍ରେଡ଼ିଟ୍‍ କାର୍ଡ଼ ଏବଂ ଡ଼େବିଡ଼୍‍ କାର୍ଡ଼ ଉପଭୋକ୍ତାଙ୍କ ଲାଗି ଏହା ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିବ ବୋଲି କଂପାନି ପକ୍ଷରୁ କୁହାଯାଇଛି । ଯେଉଁଥିରେ କି କାର୍ଡ଼ ଉପଭୋକ୍ତାଙ୍କ ଲାଗି ଅତିବେଶିରେ ୬୦୦୦ ଟଙ୍କାର ଜିନିଷ କ୍ରୟ ଏବଂ ଅତିକମ୍‌ରେ ୧୫୦୦ ଟଙ୍କାର ଜିନିଷ କ୍ରୟରେ ଏହି ରିହାତି ମିଳିବ । ଆପଲ, ମୋଟୋରୋଲା, ସୋନି, ସାମସଙ୍ଗ, ସାଓମୀ ଓ ଓପୋ ଫୋନ୍‌ କିଣିବାରେ ଗ୍ରାହକଙ୍କୁ ଆଖିଦୃଶିଆ ରିହାତି ମିଳିବ ବୋଲି ଅନ୍‌ଲାଇନ୍‌ କଂପାନି ଫ୍ଲିପ୍‌କାର୍ଡ଼ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe