ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସିଲା

Advertisment
ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର

Investopedia

ମୁମ୍ବାଇ : ମେ ୧୯ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୯୩.୫ ବିଲିଅନ ଡଲାରକୁ ହ୍ରାସ ପାଇଛି। କ୍ରମାଗତ ଦୁଇ ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପରେ ଉକ୍ତ ସପ୍ତାହରେ ଏଥିରେ ୬.୧ ବିଲିଅନ ଡଲାର ହ୍ରାସ ଘଟିଛି। ଉଲ୍ଲେଖlଯୋଗ୍ୟ, ୨୦୨୧ ଅକ୍ଟେବାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe