ଜି-୨୦ ଆଗମନକାରୀ ୟୁପିଆଇ ବ୍ୟବହାର କରିପାରିବେ

Advertisment
ଫ୍ରାନ୍ସ ପହଞ୍ଚିଲା ୟୁପିଆଇ

fortuneindia.com

ନୂଆଦିଲ୍ଲୀ: ବିଦେଶରେ ରହୁଥିବା ଲୋକମାନଙ୍କୁ ୟୁପିଆଇ ବ୍ୟବହାର କରିବାର ଅନୁମତି ଦିଆଯାଇଛି। ଯେଉଁମାନେ ଆନ୍ତର୍ଜାତିକ ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି ସେମାନେ ୟୁପିଆଇ ଜରିଆରେ ପେମେଣ୍ଟ୍‌ କରିପାରିବେ। ଏହି ସୁବିଧାକୁ ଆଉ କିଛି ପାହାଚ ଆଗକୁ ବଢ଼ାଇ ଜି-୨୦ ବୈଠକ ଲାଗି ଭାରତକୁ ଯେଉଁମାନେ ଆସିବେ ସେମାନଙ୍କୁ ୟୁପିଆଇ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି କୁହାଯାଇଛି। ଭାରତରେ ଥିବା ବେଳେ ସେମାନେ ୟୁପିଆଇ ‌ପେମେଣ୍ଟ୍‌ କରିପାରିବେ। କିଛି ନିର୍ଦିଷ୍ଟ ବିମାନବନ୍ଦରରେ ୟୁପିଆଇ ପେମେଣ୍ଟ୍‌ କରିବା ଲାଗି ସେମାନଙ୍କୁ ସବୁ ପ୍ରକାର ସୁବିଧା ଦିଆଯିବ। କିଛି ଦିନ ପରେ ଏହି ସୁବିଧା ସବୁ ବିମାନବନ୍ଦରରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe