Advertisment

ଗୀତଞ୍ଜଳିର ୩ ପ୍ରମୁଖ ଅଧିକାରୀ ଦେଲେ ଇସ୍ତଫା

Advertisment
ଗୀତଞ୍ଜଳିର ୩ ପ୍ରମୁଖ ଅଧିକାରୀ ଦେଲେ ଇସ୍ତଫା

ମୁମ୍ବାଇ: ପିଏନ୍‌ବି ଠକେଇ ଘଟଣା ପଦାକୁ ଆସିବା ପରେ ଗୀତାଞ୍ଜଳି ଜେମ୍‌ସର ୩ ଜଣ ପ୍ରମୁଖ ଅଧିକାରୀ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଗୀତାଞ୍ଜଳି ଜେମ୍‌ସର କମ୍ପାନି ସେକ୍ରେଟାରି ଓ କମ୍ଲିଆନ୍ସ ଅଫିସର ପଙ୍ଖୁରି ଓ୍ଵାରେଞ୍ଜ, ମୁଖ୍ୟ ବିତ୍ତୀୟ ଅଧିକାରୀ ଚନ୍ଦ୍ରକାନ୍ତ କର୍‌କରେ ରହିଛନ୍ତି। ଶ୍ରୀ ଓ୍ଵାରେଞ୍ଜ ତାଙ୍କ ଇସ୍ତଫା ପତ୍ରରେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କମ୍ଲିଆନ୍‌ ଆଇନ ୨୦୧୩ ଏବଂ ସେବି ଆଇନ ୨୦୧୫ ଅନୁଯାୟୀ କମ୍ପାନି ମ୍ୟାନେଜମେଣ୍ଟ ବିଭିନ୍ନ ତଥ୍ୟ ପ୍ରଦାନ ନକରିବା ତାଙ୍କ ଦାୟିତ୍ୱ ସମ୍ପାଦନରେ ମୁଖ୍ୟ ପ୍ରତିବନ୍ଧକ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe