ମୁକେଶଙ୍କୁ ଜେଡ୍‌ପ୍ଲସ୍ ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

Advertisment
ମୁକେଶଙ୍କୁ ଜେଡ୍‌ପ୍ଲସ୍ ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

Picture Courtesy: freepressjournal.in

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ତାଙ୍କ ପରିବାରକୁ କେବଳ ମୁମ୍ବାଇରେ ନୁହେଁ, ସମଗ୍ର ଦେଶ ଓ ବିଦେଶରେ ମଧ୍ୟ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦେବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ସେ ବାବଦରେ ହେବାକୁ ଥିବା ଖର୍ଚ୍ଚକୁ ଅମ୍ବାନି ବହନ କରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି କ୍ରିଷ୍ଣ ମୂରାରୀ ଓ ଏ ଅମ୍ମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅମ୍ବାନି ଓ ତାଙ୍କ ପରିବାର ମୁମ୍ବାଇ ଓ ମହାରାଷ୍ଟ୍ର ରାଜ୍ୟରେ ଥିବା ବେଳେ ମହାରାଷ୍ଟ୍ର ସରକାର ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ। ଦେଶର ଅନ୍ୟ ସ୍ଥାନ ଓ ବିଦେଶ ଗସ୍ତରେ ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe