ସୁନା ୮୧ ହଜାର ଟପିଲା, ରୁପା କେଜି ୧,୦୪,୦୦୦

Advertisment

ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ମହଙ୍ଗା‌ ହେବାର ପ୍ରଭାବ ସ୍ଥାନୀୟ ବଜାରରେ ପ୍ରତିଫଳିତ ହୋଇଛି। ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ୍ ଭୁବନେଶ୍ବରରେ ୮୧ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଦିନକରେ ଦାମ୍‌ ୬୫୦ ଟଙ୍କା ବୃଦ୍ଧି ପାଇ ୮୧,୨୭୦ ଟଙ୍କା ହୋଇଛି।

gold1

ଭୁବନନେଶ୍ବର: ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ମହଙ୍ଗା‌ ହେବାର ପ୍ରଭାବ ସ୍ଥାନୀୟ ବଜାରରେ ପ୍ରତିଫଳିତ ହୋଇଛି। ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ୍ ଭୁବନେଶ୍ବରରେ ୮୧ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଦିନକରେ ଦାମ୍‌ ୬୫୦ ଟଙ୍କା ବୃଦ୍ଧି ପାଇ ୮୧,୨୭୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍ ୬୦୦ ଟଙ୍କା ବୃଦ୍ଧି ପାଇ ୭୪,୫୦୦ ଟଙ୍କା ହୋଇଯାଇଛି। ସୁନା ଭଳି ରୁପା ମଧ୍ୟ ମହଙ୍ଗା ହୋଇଛି। ଏକ କେଜି ରୁପାର ଦାମ୍ ଶୁକ୍ରବାର ୧୦୦୦ ଟଙ୍କା ବଢ଼ିବାରୁ ତାହା ୧,୦୪,୦୦୦ ଟଙ୍କା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe