ସୁନା ଆମଦାନି ସାଢ଼େ ୬ ବର୍ଷରେ ସର୍ବନିମ୍ନ

Advertisment
ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା

467030669

ମୁମ୍ବାଇ: ମାର୍ଚ୍ଚ ମାସରେ ଦେଶର ସୁନା ଆମଦାନି ଗୁରୁତର ମାତ୍ରାରେ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚ ମାସ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ଦେଶର ସୁନା ଆମଦାନି ୭୩ ପ୍ରତିଶତ ହ୍ରାସ ପାଇଛି। ଏହା ସାଢ଼େ ଛଅ ବର୍ଷ ମଧ୍ୟରେ ସର୍ବନିମ୍ନ ଆମଦାନି ବୋଲି ଜଣାଯାଇଛି। ଏକ ସରକାରୀ ସୂତ୍ରରୁ ଜଣାଯାଇଛି ବିଶ୍ବର ଦ୍ବିତୀୟ ବୃହତ୍ତମ ସୁନା ବଜାର ଭାରତ ମାର୍ଚ୍ଚ ମାସରେ ମାତ୍ର ୨୫ ଟନ୍ ସୁନା ଆମଦାନି କରିଛି। କିନ୍ତୁ ଗତବର୍ଷ ମାର୍ଚ୍ଚରେ ଭାରତର ସୁନା ଆମଦାନି ୯୩.୨୪ ଟନ୍ ରହିଥିଲା। ମୂଲ୍ୟ ଅନୁସାରେ ଦେଖିଲେ ସୁନା ଆମଦାନି ପ୍ରାୟତଃ ୬୩ ପ୍ରତିଶତ ହ୍ରାସ ପାଇ ୧.୨୨ ବିଲିଅନ ଡଲାରକୁ କମିଯାଇଛି। ଦେଶରେ ସୁନା ମୂଲ୍ୟ ଅଧିକ ରହିବା ଏବଂ କରୋନା ପ୍ରଭାବ ଯୋଗୁ ସୁନା ସୋରୁମ୍ ଗୁଡ଼ିକ ବନ୍ଦ ରହିଛି। ଏହାର ପ୍ରଭାବ ଆମଦାନି ଉପରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe