Advertisment

ସୁନା ଦରରେ ନୂଆ ରେକର୍ଡ

Advertisment

ଭୁବନେଶ୍ବର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୪ ହଜାର ୯୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୫୦୦ ଟଙ୍କା ବଢ଼ି ୯୬ ହଜାର ୨୦୦ ଟଙ୍କା ଛୁଇଁଛି।

ଭୁବନେଶ୍ବର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୪ ହଜାର ୯୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୫୦୦ ଟଙ୍କା ବଢ଼ି ୯୬ ହଜାର ୨୦୦ ଟଙ୍କା ଛୁଇଁଛି।

gold

ଭୁବନେଶ୍ବର: ଭୁବନେଶ୍ବର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୪ ହଜାର ୯୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୫୦୦ ଟଙ୍କା ବଢ଼ି ୯୬ ହଜାର ୨୦୦ ଟଙ୍କା ଛୁଇଁଛି। ସୁନା ଦର ଲଗାତାର ଗତ ୫ ଦିନ ହେଲା ବଢ଼ିଚାଲିଛି। ଏହି ସମୟ ମଧ୍ୟରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୩୪୦୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୩୧୫୦ ଟଙ୍କା ମହଙ୍ଗା ହୋଇଛି। ଅନ୍ୟପକ୍ଷରେ ରୁପା ଦର ଆଜି କିଲୋଗ୍ରାମ ପିଛା ୧୧୦୦ ଟଙ୍କା ବୃଦ୍ଧି ପାଇ ୧,୩୧,୦୦୦ରେ ରହିଛି। ପୂର୍ବରୁ ଗତ ୨୫ ତାରିଖରେ ମଧ୍ୟ ରୁପା ଦର ଏହି ସ୍ତରରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe